ହାପି ହାଇପୋକ୍ସିଆ
ସାଇଲେଣ୍ଟ ହାଇପୋକ୍ସିଆ
#Thread #ସୂତା
୧/
ଅଣନିଶ୍ବାସୀହେବା/ପେଲିହେବା/ନିଶ୍ବାସପ୍ରଶ୍ବାସରେ କଷ୍ଟହେବା ଓ ବ୍ୟସ୍ତବିବ୍ରତହେବା ଆଦି ଲକ୍ଷଣ ନଥାଇ ଯଦି SpO2 ବା ଅମ୍ଳଜାନ ସ୍ତର ରକ୍ତରେ ବହୁତ କମିଯାଏ, ରୋଗୀ ବା ଡାକ୍ତର ବହୁ କ୍ଷେତ୍ରରେ ଯାହା ଜାଣିନପାରନ୍ତି... ତାହାହିଁ ହାପି ହାଇପୋକ୍ସିଆ।

୨/
ଯେହେତୁ ରୋଗୀ ଅଭିଯୋଗ କରେନି ଓ ଘରେ ଠିକ୍ ଥାଏ, ସମ୍ପର୍କୀୟ ଓ ଡାକ୍ତରବି ଜାଣିନଥାନ୍ତି,
ତେଣୁ ହଠାତ ଯେତେବେଳେ ଗୁରୁତର ହୁଏ(RR ବହୁତ ବଢିଯାଏ, ବଡ଼ବଡ଼ ନିଶ୍ବାସ ଯୋର ଯୋର ଯାଏ, ବ୍ୟସ୍ତ ଲାଗେ, ଝାଳ ବୁହେ, ନେଳିଆ ପଡେ),
ଅମ୍ଳଜାନ ସ୍ତର ବହୁତ କମ୍ ଥିବା ହେତୁ, ଶ୍ରେଷ୍ଠ ଆଇସିୟୁ ଚିକିତ୍ସା ହଠାତ ଆବଶ୍ୟକ ପଡିଥାଏ

୩/
କାରଣ:-
ଫୁସଫୁସର RR ବଢେଇବା ମେକାନିକ୍ସ ସ୍ଥିର ଥାଏ ଏଥିରେ। ଷ୍ଟ୍ରେଚ ଓ ଜେ ରିସେପ୍ଟର୍ସ ଆକ୍ଟିଭେଟ୍ ହୋଇନଥାନ୍ତି କାରଣ airway resistance & dead space ventilation ପ୍ରାୟ ସ୍ଥିରରହେ। କୁନିକୁନି ଧମନୀରେ ମାଇକ୍ରୋଥ୍ରମ୍ବସ ପ୍ରାୟ କାରଣ ଏଠି। ଯଦିଓ ବିବିଧ ଅନ୍ୟାନ୍ୟ କଥାବି ରହିଛି।

୪/
ସାଧାରଣ ଅମ୍ଳଜାନ ସ୍ତର ୯୫-୧୦୦% ରହୁଥିବା ବେଳେ, ହାପି ହାଇପୋକ୍ସିଆରେ ୪୦-୬୦% ପର୍ଯ୍ୟନ୍ତ ବିନା ଲକ୍ଷଣରେବି ଖସିଯାଇପାରେ।
ଯୁବଗୋଷ୍ଠୀଙ୍କ କ୍ଷେତ୍ରରେ ଦେଖାଯାଇପାରେ, ଯାହା ଆଗକୁ ମାରାତ୍ମକ ବି ହୋଇପାରେ।

୫/
କେମିତି ଧରିବା?
-୬/୮/୧୨ ଘଣ୍ଟାରେ ଅକ୍ସିମିଟରରେ ଅମ୍ଳଜାନ ସ୍ତର ମାପିବା
-ଛମିଣ୍ଟିଆ ଚାଲବୁଲ ପରୀକ୍ଷା(6MWT) ଦିନକୁ ଦୁଇଥର କରିନେବା
-କେତେକ କଥାକୁ ଗୁରୁତ୍ୱ ଦେବା
ଯେମିତି କି
(ଓଠ ନେଳିଆ ବା କସରା ପଡିବା, ଚମ ବାଇଗଣୀ ବା ସାବନା ଦିଶିବା, ଅକାରଣେ ଗମଗମ ଝାଳ ବୋହିବା ଇତ୍ୟାଦି)

୬/
ଛମିଣ୍ଟିଆ ଚାଲବୁଲ ପରୀକ୍ଷା(6MWT)
6 minutes walk test
-ଆଗ ଅକ୍ସିମିଟରରେ SpO2 ମାପିବେ
-ତାପରେ ୬ ମିଣ୍ଟି ଘରେ ବୁଲାବୁଲି ଚଲାଚଲି କରିଆସି ଆଉଥରେ ମାପିବେ
-92%କୁ କମିଲେ ଖରାପ
-ଯଦି ପେଲିହେଉଥିବେ, କରିବେନି
-କଲାବେଳେ ମୁଣ୍ଡ ହାଲକାଲାଗିଲେ କି ଅଣନିଶ୍ବାସୀ ହେଲେ ବନ୍ଦ
-ସିନିଅରସିଟିଜେନଙ୍କ ପାଇଁ ୩ ମିଣ୍ଟି ଯଥେଷ୍ଟ

୭/
ଯେହେତୁ ଯୁବଗୋଷ୍ଠୀ କର୍ମଠ ଶକ୍ତ ଓ ରୋଗପ୍ରତିରୋଧ ଶକ୍ତି ଅଧିକ ରଖନ୍ତି, ତେଣୁ ହାଇପୋକ୍ସିଆ ହଠାତ ବାରିବାବି ଡେରି ହୋଇପାରେ।
ଲେବର୍ଡ ବ୍ରିଦିଂ/ଷ୍ଟ୍ରେସ୍ଡ ବ୍ରିଦିଂ କମ୍ ଥାଏ। ରେସ୍ପିରେଟୋରି ରେଟ୍ ବି ହଠାତ ଅଧିକ ବଢିନଥାଏ।
ହାସପାତାଳ ଆଡମିସନ ଡେରି ହୁଏ। କିନ୍ତୁ ହାପି ହାଇପୋକ୍ସିଆରେ ଅମ୍ଳଜାନ ଦେଲେ, ପରିସ୍ଥିତି ବଦଳିଯାଏ।

୮/
ରକ୍ତରେ ଅମ୍ଳଜାନ ଅଧିକ ସମୟ ଧରି କମିଗଲେ, ହାଇପୋକ୍ସିମିକ ଇଞ୍ଜୁରୀ ହେବ।
ଲେବଲ୍ ନିହାତି କମ୍ ନଥିଲେ ପୂର୍ବାବସ୍ଥାକୁ ଫେରିବା ସମ୍ଭବ।
କିନ୍ତୁ ଅମ୍ଳଜାନ ଅତ୍ୟଧିକ କମିଲେ vital organs କୁ "irreversible damage" ହୋଇପାରେ।

୯/
ଏଥିରେ ଭୟଭୀତ ହେବାର କିଛି କାରଣ ନାହିଁ। ୯୫% ପର୍ଯ୍ୟନ୍ତ ରୋଗୀ ହାସପାତାଳ ଯିବା ଦରକାର ପଡେନି।
ଗୁରୁତର ଲକ୍ଷଣ ଦ୍ବିତୀୟ ହପ୍ତା ଆରମ୍ଭକୁ ପ୍ରାୟ ଆସେ। ସେମସୟରେ ଅଧିକ ସତର୍କତା ଜରୁରୀ।
କେତେକ ନୂଆ ଷ୍ଟ୍ରେନରେ ୧ମ ହପ୍ତା ଶେଷ ଆଡକୁ ବି ଆସିପାରେ।
ବୟସାଧିକ୍ୟ ଓ ଅନ୍ୟାନ୍ୟ ପୁରୁଣା ରୋଗନଥିଲେ(DM,HTN,COPD,Ca,CRF,CHF...) ନଗଣ୍ୟ

@threader_app compile