https://abs.twimg.com/emoji/v2/... draggable="false" alt="💃" title="Woman dancing" aria-label="Emoji: Woman dancing">ଝିଅମାନଙ୍କପାଇଁ-କିଛି ଜରୁରୀ ତଥ୍ୟ
(୧)
ଅଧିକାଂଶ ପୁଅ(ପୁରୁଷ)ସାଧାରଣତଃ ସୁନ୍ଦରୀ ଝିଅ
(ନାରୀ)ଙ୍କପ୍ରତି ଆକର୍ଷିତ ହେଇଥାନ୍ତି/ଅନୁରୂପ ଭାବେ
କିଛି ଅଂଶରେ ଝିଅମାନେବି ପୁଅଙ୍କ ପ୍ରତି ! ପରସ୍ପର
ପ୍ରତି ଆକର୍ଷିତ ହେବା ଏକ ବିଧିସୃଷ୍ଟ-ବ୍ୟବସ୍ଥା !
କିନ୍ତୁ ତନୁମନ ଅର୍ପଣକରିବା ବ୍ୟାପାରରେ ଝିଅମାନେ
ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ୍

https://abs.twimg.com/emoji/v2/... draggable="false" alt="👉" title="Rückhand Zeigefinger nach rechts" aria-label="Emoji: Rückhand Zeigefinger nach rechts">ଯଦି କୌଣସି ପୁଅ ତୁମର-କୌଣସି କଥା,କର୍ମ
ଗୁଣ,ଆଚରଣ କୁ ଅଚାନକ ପ୍ରଶଂସା କରିବାକୁ ବ୍ୟଗ୍ର
ହେଇଉଠିଲା ତେବେ ବୁଝିନେବ ଯେ,ସେ ତୁମ ଗୁଣ
କର୍ମ ଅପେକ୍ଷା ତୁମକୁ ପାଇବା ପାଇଁ ଅଧିକ ବ୍ୟାକୁଳ !
https://abs.twimg.com/emoji/v2/... draggable="false" alt="👉" title="Rückhand Zeigefinger nach rechts" aria-label="Emoji: Rückhand Zeigefinger nach rechts">ଯଦି କୌଣସି ପୁଅ,ତୁମେ ନ ଚାହିଁଲେ ବି ତୁମକୁ
ଭିନ୍ନ ଭିନ୍ନ ସମୟରେ ବିବିଧପ୍ରକାର ଉପହାର ଆଣି
ଦଉଛି,ବୁଝିନିଅ-ଏଠି ଉପହାର ଗୌଣ୍ୟ,ଲକ୍ଷ୍ୟ ତୁମେ

https://abs.twimg.com/emoji/v2/... draggable="false" alt="👉" title="Rückhand Zeigefinger nach rechts" aria-label="Emoji: Rückhand Zeigefinger nach rechts">ଉପହାର ଗ୍ରହଣ କରିପାର କିନ୍ତୁ ପରିବାର ସଦସ୍ୟ
ଙ୍କ ଜାଣିବାରେ ଗ୍ରହଣ କର ନଚେତ୍ ଶଇତାନି ପ୍ରଵୃତ୍ତି
ଏଇ ଫାଙ୍କଦେଇ ତୁମର ସର୍ବସ୍ୱ ଲୁଟି ନବାର ସମ୍ଭା--
ବନା କୁ ଏଡାଇ ହେବନାହିଁ !
https://abs.twimg.com/emoji/v2/... draggable="false" alt="👉" title="Rückhand Zeigefinger nach rechts" aria-label="Emoji: Rückhand Zeigefinger nach rechts">ପୁରୁଷ ସ୍ଵଭାବତଃ ରୂପସୀର ରୂପରେ ଆକର୍ଷିତ
ହୋଇଥାଏ !ନାରୀ କିନ୍ତୁ ଅଧିକତର ପୁରୁଷର ଚରିତ୍ର
ଓ ବ୍ୟକ୍ତିତ୍ରରେ ପ୍ରଭାବିତ ହେଇଥାଏ !
https://abs.twimg.com/emoji/v2/... draggable="false" alt="👉" title="Rückhand Zeigefinger nach rechts" aria-label="Emoji: Rückhand Zeigefinger nach rechts">ଯେଉଁଠି ଦେଖିବ
କୌଣସି ପୁଅ ବା ପୁରୁଷ ତୁମକୁ ପାଇବା ପାଇଁ--
ପାଗଳ ହେଇ ଉଠିଚି, ନାନାଦି ଫନ୍ଦି-ଫିକର ଆରମ୍ଭ
କରିଦେଇଛି ଯଥା:-ମୁଣ୍ଡ ପିଟିଦେବା/ହାତ କାଟିଦବା
କାହାକୁ ପିଟି ଦବା/ବାଇକ୍ ଷ୍ଟଣ୍ଟ ଦେଖେଇବା/ତୁମ
ପାଇଁ ପାର୍ଟିଦବା ଇତ୍ୟାଦି.ତ୍ୟାଦି
ଏଭଳି ଚରିତ୍ରଠୁଁ ଦୁରେଇ ରୁହ ! ଯାହାକୁ ପ୍ରକୃତରେ
ତୁମେ ଚାହଁ,ତା& #39;ନିକଟରୁ ଏସବୁ କଣ ପାଇଁ ତୁମେ
ଆଶା କରିବ?
୪ ପରେ..୫
https://abs.twimg.com/emoji/v2/... draggable="false" alt="👉" title="Rückhand Zeigefinger nach rechts" aria-label="Emoji: Rückhand Zeigefinger nach rechts">ବନ୍ଧୁତା ସୃଷ୍ଟିକରିବା ଏବଂ ଜୀବନସାଥୀ ଚୟନ
କରିବା ଦୁଇଟାଯାକ ମଧ୍ୟରେ ଭିନ୍ନତା ଅଛି !
https://abs.twimg.com/emoji/v2/... draggable="false" alt="👉" title="Rückhand Zeigefinger nach rechts" aria-label="Emoji: Rückhand Zeigefinger nach rechts">ଭଲପାଇବା ଅବା ଅନିୟନ୍ତ୍ରିତ ପ୍ରେମର ଫାନ୍ଦରେ
ଜାଣତେ/ଅଜାଣତେ ଛନ୍ଦିହେଇ,ଅଣନିଶ୍ଵାସୀ ହେବା-
ଆଗରୁ ମୁକୁଳି ଆସିବା ବୁଦ୍ଧିମାନ ହେବ ! ନିଜର ଓ
ପରିବାରର ଆତ୍ମସମ୍ମାନ ଅକ୍ଷୁର୍ଣ୍ଣ ରହିବ !

https://abs.twimg.com/emoji/v2/... draggable="false" alt="👉" title="Rückhand Zeigefinger nach rechts" aria-label="Emoji: Rückhand Zeigefinger nach rechts">ଯିଏ ସବୁ ବୁଝିସୁଝି କରେ,ସିଏତ ଜଗତଜିତାhttps://abs.twimg.com/emoji/v2/... draggable="false" alt="👍" title="Thumbs up" aria-label="Emoji: Thumbs up">

ମନେରଖ,--
https://abs.twimg.com/emoji/v2/... draggable="false" alt="👉" title="Rückhand Zeigefinger nach rechts" aria-label="Emoji: Rückhand Zeigefinger nach rechts"> ବିବାହ ଏକ ବୈଧି-ବ୍ୟବସ୍ଥା ! ବିବାହ ଉଭୟେ
ନାରୀ ଓ ପୁରୁଷ କରନ୍ତି ! ପୁରୁଷ ବିବାହ କରେ ତା& #39;ର
ଆଦର୍ଶଙ୍କୁ ଏବଂ ନାରୀ ବିବାହକରେ ଆଦର୍ଶ ପୁରୁଷକୁ

ଏକ ଆଦର୍ଶ ସୁ-ବିବାହରେ ଏକ ସୁ-ସନ୍ତାନ(ଶୁଦ୍ଧାତ୍ମା)
ଧରାପୃଷ୍ଠକୁ ଅବତରଣ କରେ ! ୟା& #39;ର ଓଲଟା ରେ
କେବଳ କାମନା-ବିଳାସପ୍ରିୟ,କୁବିବାହରେ ଅବଶ୍ୟ
ଏକ କୁ-ସନ୍ତାନ ଆସିବା ଥୟ https://abs.twimg.com/emoji/v2/... draggable="false" alt="👉" title="Rückhand Zeigefinger nach rechts" aria-label="Emoji: Rückhand Zeigefinger nach rechts">

ସୁନ୍ଦର ପରିବାର/ସୁନ୍ଦର ସମାଜ/ସୁନ୍ଦର ରାଷ୍ଟ୍ରନିର୍ମାଣ
ର ସ୍ୱପ୍ନ ସେତିକିବେଳେ ସାର୍ଥକ ହେଇଉଠିବ,ଯେବେ
ଅଧିକରୁ ଅଧିକ ସୁବିବାହ-ସମ୍ପନ୍ନ ହେବ !

https://abs.twimg.com/emoji/v2/... draggable="false" alt="👉" title="Rückhand Zeigefinger nach rechts" aria-label="Emoji: Rückhand Zeigefinger nach rechts">ବିବାହ ଆଦୌ ଖେଳନା କି ସିନେମା ନୁହେଁ !
ନାରୀ ର ଶୁଦ୍ଧତା ଉପରେ ଏକ ଜାତିର ଶୁଦ୍ଧତା ନିର୍ଭର
କରେ !
https://abs.twimg.com/emoji/v2/... draggable="false" alt="👉" title="Rückhand Zeigefinger nach rechts" aria-label="Emoji: Rückhand Zeigefinger nach rechts">ଭଲ ମଣିଷ ତିଆରି ହୁଅନ୍ତିନି,ତାଙ୍କୁ ଜନ୍ମନେବାକୁ
ହୁଏ ଆଉ ନାରୀ ହିଁ ତା& #39;ପାରେ..
(ସମାପ୍ତ) #ଉଜାସୃhttps://abs.twimg.com/emoji/v2/... draggable="false" alt="🔥" title="Feuer" aria-label="Emoji: Feuer"> https://abs.twimg.com/emoji/v2/... draggable="false" alt="🚩" title="Dreieckige Fahne an einem Pfosten" aria-label="Emoji: Dreieckige Fahne an einem Pfosten"> #ଶୂନ୍ୟବାଣୀhttps://abs.twimg.com/emoji/v2/... draggable="false" alt="🚩" title="Dreieckige Fahne an einem Pfosten" aria-label="Emoji: Dreieckige Fahne an einem Pfosten">https://abs.twimg.com/emoji/v2/... draggable="false" alt="🚩" title="Dreieckige Fahne an einem Pfosten" aria-label="Emoji: Dreieckige Fahne an einem Pfosten">
You can follow @BishnuMohanPat2.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled: