@thebikewali ଙ୍କ ଅନୁରୋଧ ରଖି କିଛି ଉପାଦେୟ ତଥ୍ୟ
ଯଦି ବାଟରେ କୌଣସି ସଡ଼କ ଦୁର୍ଘଟଣା ଜନିତ ଆହତ/ ବାତ ମାରୁଥିବା /ଅଂଶୁଘାତ ଜନିତ ବ୍ୟକ୍ତିଙ୍କୁ ଦେଖିଲେ :
୧. ଆହତ ବ୍ୟକ୍ତିଙ୍କୁ ରାସ୍ତା କଡ଼ର ଖୋଲା ଓ ଛାଇ ସ୍ଥାନକୁ ନେଇ ଯା& #39;ନ୍ତୁ,ଅଯଥା ଗହଳି କରନ୍ତୁ ନାହିଁ,ବ୍ୟକ୍ତିଙ୍କ ଚାରିପାଖରୁ ପବନ ଆସିବାକୁ ଦିଅନ୍ତୁ https://twitter.com/thebikewali/status/1305886921449635845">https://twitter.com/thebikewa...

୨. ଆହତ ବ୍ୟକ୍ତିଙ୍କର ଜୋତା ମୋଜା ଖୋଲି ଦିଅନ୍ତୁ,ପ୍ୟାଣ୍ଟ୍ ସାର୍ଟ୍ ଢ଼ିଲା କରିଦେଲେ ଭଲ
୩. ଅଚେତ୍ ଥିଲେ ଆହତ ବ୍ୟକ୍ତିଙ୍କୁ ପାଣି ଦିଅନ୍ତୁ ନାହିଁ,ପାଣିରେ ମୁହଁ ଧୋଇ ପାରିବେ
୪. ଅଚେତ୍ ଥିଲେ କିମ୍ବା ବାତ ମାରୁଥିଲେ ଆହତ ବ୍ୟକ୍ତିଙ୍କୁ ଚିତ୍ କରି ଶୁଏଇବା ବଦଳରେ କଡ଼େଇ ଶୁଆନ୍ତୁ.

୫. କ୍ଷତ ସ୍ଥାନ/ରକ୍ତ ବାହାରୁଥିବା ସ୍ଥାନକୁ ସଫା କପଡ଼ାରେ ଚାପି ଧରନ୍ତୁ. ଅଜଣା ବ୍ୟକ୍ତିଙ୍କର କିଛି ରୋଗ ଅଜଣା ଥାଏ ଯେମିତି କି HIV,Hepatitis. ତେଣୁ ଯଥା ସମ୍ଭବ ରକ୍ତ ଓ ଲାଳ ଠୁ ଦୂରେଇ ରହିଲେ ଭଲ.
୬. ଅଂଶୁଘାତ ରୋଗୀଙ୍କୁ ଯଥା ସମ୍ଭବ ଖୋଲା ଛାଡ଼ନ୍ତୁ,ବୈଦ୍ୟୁତିକ କିମ୍ବା ହାତ ତିଆରି ପଙ୍ଖାରେ ବିଞ୍ଚି ଥଣ୍ଡା କରାନ୍ତୁ

୭. ଏହା ଭିତରେ ଅନ୍ୟ କେହି ଜଣେ ପୁଲିସ୍/ଆମ୍ବୁଲାନ୍ସ୍/ଘର ଲୋକଙ୍କୁ ଖବର ଦିଅନ୍ତୁ
୮. ମେଡିକାଲ୍ ବିଷୟରେ ଧାରଣା ଥିବା ଲୋକଙ୍କୁ (ଡାକ୍ତର,ନର୍ସ୍,ସ୍ୱାସ୍ଥ୍ୟକର୍ମୀ) ଆଗକୁ ଛାଡ଼ନ୍ତୁ
୯. କଟିଯାଇଥିବା ଅଙ୍ଗକୁ ସଫା ପଲିଥିନ୍ ସହ ବରଫ ବାକ୍ସରେ ରୋଗୀ ସହ ପଠାଇବାକୁ ଚେଷ୍ଟା କରିବେ

୧୦. ଯଦି ଶ୍ୱାସକ୍ରିୟା ବନ୍ଦ୍ ହୋଇ ଯାଇଥାଏ ,ପାଖରେ କେହି ସ୍ୱାସ୍ଥ୍ୟକର୍ମୀ ଥା& #39;ନ୍ତି ,ଆଉ Basic life support ଉପରେ ଧାରଣା ଥାଏ ,ତେବେ ଆମ୍ବୁଲାନ୍ସ୍ ଆସିବା ଯାଏ CPR ଜାରି ରଖିପାରିବେ
୧୧. ଆହତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କଲାବେଳେ ବେକ ତଳେ ସପୋର୍ଟ୍ ରଖିବାକୁ ଧ୍ୟାନ ଦେବେ
(ଶରୀର ଗୋଟିଏ ସମତଳରେ ରହିବା ଦରକାର)

୧୨.ହାଡ଼ ଭାଙ୍ଗିଯାଇଥିଲେ ଗୋଡ଼ କିମ୍ବା ହାତ କୁ ଯଥା ସମ୍ଭବ ସ୍ଥିର/ଅଚଳ ଅବସ୍ଥାରେ ରଖନ୍ତୁ.ଏଥିପାଇଁ ପେଟି/କାର୍ଡ଼ବୋଡ଼୍ ବ୍ୟବହାର କରିପାରିବେ.(ଅଧିକ ଜାଣିବାକୁ ୟୁଟ୍ୟୁବ୍ର ସାହାଯ୍ୟ ନେଇ ପାରିବେ)
୧୩. ସାପ କାମୁଡ଼ା କ୍ଷେତ୍ରରେ ମଧ୍ୟ ୧୨ ନଂ ପନ୍ଥା ଅବଲମ୍ବନ କରି ପାରିବେ,କେବେ ବି ସୂତା କିମ୍ବା ଗାମୁଛା କୁ ଭିଡ଼ି ବାନ୍ଧନ୍ତୁ ନାହିଁ