ଏକ ଆଶାର ରାଇଜ ତୋଳିଗଢିବା ଏବଂ ତା ଦେହ ରେ ଲକ୍ଷ୍ମୀ ସରସ୍ୱତୀ ଦୁଇଟି ସ୍ରୋତ କୁ ଏକତ୍ର ପ୍ରବାହିତ କରିବାରେ ଯାହାଙ୍କ ଅବଦାନ ଥିଲା ଶୀର୍ଷ ରେ ,ସେ ଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ।ଆଜି ୪୭ ତମ #ପୁଣ୍ୟତିଥି ଅବସର ରେ ସେ ମହାନ ଆତ୍ମା ଙ୍କ ଚରଣରେ ବିନମ୍ର ପ୍ରଣତି।
ଏ ଉପଲକ୍ଷେ ଚାଲନ୍ତୁ ଦେଖିବା
#ମହାରାଜା_ଚିତ୍ରମାଳା
ଏ ଉପଲକ୍ଷେ ଚାଲନ୍ତୁ ଦେଖିବା
#ମହାରାଜା_ଚିତ୍ରମାଳା
୧୯୩୦ ମସିହା ରେ ମାନ୍ଧାତା ଗୋରାଚାନ୍ଦ ପଟନାୟକ, ଲକ୍ଷ୍ମୀନରାୟଣ ପଟନାୟକ, ଶ୍ୟାମସୁନ୍ଦର ଗନ୍ତାୟତ ଓ ଦୁଇ ପୁତ୍ର ଙ୍କ ସହ କୃଷ୍ଣଚନ୍ଦ୍ର
ଉତ୍କଳ ପ୍ରଦେଶ ଗଠନ ମସୁଧା ପରେ ସାଇମନ କମିଶନ କୁ ସ୍ୱାଗତ ।
ରହଣି , ଓ ରଙ୍ଗମଞ୍ଚ ର ବ୍ୟବସ୍ଥା ସହ ବସନ୍ତ ନିବାସ ର ସୁନ୍ଦରତା କୁ ଇଂରେଜ ଙ୍କୁ ଦେଖାଉଥିବା କୃଷ୍ଣଚନ୍ଦ୍ର
ରହଣି , ଓ ରଙ୍ଗମଞ୍ଚ ର ବ୍ୟବସ୍ଥା ସହ ବସନ୍ତ ନିବାସ ର ସୁନ୍ଦରତା କୁ ଇଂରେଜ ଙ୍କୁ ଦେଖାଉଥିବା କୃଷ୍ଣଚନ୍ଦ୍ର
ଓଡିଶା ସୀମା ନିର୍ଦ୍ଧାରଣ କମିଟି , ଗୋପାଳପୁର ରେ
ଏମ ପି ମେହେଟା, ସାର ସାମୁଏଲ ଓଡ଼ନେଲ, ଟି ଆର ଫୁକନ ଙ୍କ ସହ କୃଷ୍ଣଚନ୍ଦ୍ର ଗଜପତି
ଏମ ପି ମେହେଟା, ସାର ସାମୁଏଲ ଓଡ଼ନେଲ, ଟି ଆର ଫୁକନ ଙ୍କ ସହ କୃଷ୍ଣଚନ୍ଦ୍ର ଗଜପତି