ମୋର କାଲି ଅନୁଭୁତିରୁ ଦେଖିଲି Twitter ରେ ଅନେକ ବିବାହିତ ନାରୀ ଓ ବିବାହିତ ପୁରୁଷ account ଅଛି ସେଥିରୁ ୭୦% ନକଲି ନାମ ଓ ଫଟୋ ବ୍ଯବହାର କରି account ଚଲାଉଛନ୍ତି ଯେମିତିକି ତାକଂ ସ୍ୱମୀ ଓ ସ୍ତ୍ରୀ ଜାଣିନପାରିବେ । ଯେମିତିକି ନାମ ଦେଇଛନ୍ତି ଗୁରୁମା, ଗରୁଜୀ,ଲୋକାଲଟୋକା, ହଇରାଣିଆ,ହତାସିଆ, ଲୋକନ୍ , ଓଡିଆ ଟୋକା,
ଡାକ୍ତରବାବୁ, ବାଘମାମୁଁ, ସାଗର, ସମୁଦ୍ର, ବେଳାଭୂମି, ଚଗଲି,ପୁଷି, ମାଉସି ,ଲୁଷି,ଡାର୍ଟି ବୟ , ଡିଭ୍ଯା, ଲୋକାଲ ବାବା, ତୁଇତୁଲିଆ ନୋକାଲ୍ ବାବା, ପାଗଳ , କୁନିପିଲା, ଆତ୍ମନିର୍ଭର ପାଗଳ, ଗୋ ଉବ୍, ସଚ୍ଚିଦାନନ୍ଦ, ନିୟୁପେଜ୍ ଇତ୍ଯାଦି ଏମିତି ୧୦୦୦ ନାମ ରେ ଖୋଲି ରାତିଅଧିଆ କବିତା ନାମରେ ଏତେ କବିତା ଲେଖୁଛନ୍ତି !
ଯେମିତି କବି ବଂଶ ର ଦାୟଦ ! ଏମାନେ ଏତେବଡ କୋବି ଏ ଟୁଇଟର ରେ କଣ ପାଇଁ ? ଖାଲି sex chat କରୁଛନ୍ତି , ମୋର ସେମାନକୁଂ challenge ଦେଉଚି , ମୁଁ ଯଦି ଭୁଲ କହୁଛି ମୋ ନାରେ action ନିଅନ୍ତୁ ! ନହେଲେ ନିଜର ପ୍ରକୃତ ନାମ ଓ ଫଟୋ ଲଗାଇ Twitter account ଚଲାନ୍ତୁ । ଆପଣ ମାନେ ଦେଖିବେ କେତେ ସେଥିରୁ fake account ଧରାପଡିବେ।