1836 ରୁ 1838 ମସିହା ମଧ୍ୟରେ ଗଂଜାମ ତଥା ଦକ୍ଷିଣ ଓଡିଶାରେ ପ୍ରବଳ ଦୁର୍ଭିକ୍ଷ ଘଟିଥିଲା,ଏ ସମୟରେ ବହୁ ବାଳକ ବାଳିକା ପିତାମାତା ଙ୍କୁ ହରାଇ ଅନାଥ ହୋଇଯାଇଥିଲେ। ଏ ସମୟରେ ଖୀରସ୍ଥାନୀ ଧର୍ମ ଯାଜକ ମାନେ ଅନାଥ ପିଲାଙ୍କ ପାଇଁ ବ୍ରହ୍ମପୁର ସହରରେ ଗୋଟିଏ ଅନାଥ ଆଶ୍ରମ ଖୋଲିଲେ, w.hil ନାମକ ପାଦ୍ରୀ ବ୍ରହ୍ମପୁର ଅନାଥାଶ୍ରମର 1/n https://twitter.com/VAdkri/status/1252510674854522881
ପ୍ରତିଷ୍ଠା କରିଥିଲେ, ବର୍ତ୍ତମାନ ବ୍ରହ୍ମପୁର ହିଲ୍ ପାଟଣା ପୁରୁଣା ଖ୍ରୀଷ୍ଟିଆନ ସାହି ଥିଲା ସେ କାଳର ଅନାଥାଶ୍ରମ,ପରେ 1866 ନଅଙ୍କ ଦୁର୍ଭିକ୍ଷ ସମୟରେ ମଧ୍ୟ ବହୁ ଅନାଥ ପିଲାଙ୍କୁ ଏଠାରେ ଆଶ୍ରୟ ଦିଆଗଲା, କ୍ରମେ ଏ ଅଞ୍ଚଳ ଏକ ଖୀରସ୍ତାନୀ ବସ୍ତି ପାଲଟିଛି, ପାଦ୍ରୀ ହିଲ୍ ସାହେବ ଙ୍କ ନାମାନୁସାରେ ଏହା କ୍ରମେ ହିଲ୍ ପାଟଣା ହୋଇଛି,2/n
ଏ ସମୟରେ ମହୁରୀକାଳୁଆ ନିକଟରେ ଏକ ଖୀରସ୍ତାନ ଗ୍ରାମ ପାଦ୍ରୀପଲ୍ଲୀ ନାମରେ ପ୍ରତିଷ୍ଠା କରାଯାଇଥିଲା, ଆଜି ପର୍ଯ୍ୟନ୍ତ ଏହି ଗ୍ରାମ ଅଛି ପ୍ରକାଶ ଥାଉକି ଓଡ଼ିଶାର ପ୍ରଥମଧର୍ମାନ୍ତରୀ ଖୀରସ୍ତାନ ର ନାମ ଇରେନ୍ ସେନାପତି,ସେ ବ୍ରହ୍ମପୁର ରାମଲିଙ୍ଗବନ୍ଧ ରେ 1824 ବଡଦିନରେ ଡୁବନ ଗ୍ରହଣ କରିଥିଲେ,ଏଇଠି ଆରମ୍ଭ ହୋଇଥିଲା ଓଡ଼ିଶାରେ ଖୀରସ୍ତାନୀ କରଣ
You can follow @VAdkri.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled: