#WomenWarriors #OdishaFightsCorona
ଏମ୍‌ସ ଭୁବନେଶ୍ୱର ନିର୍ଦ୍ଦେଶିକା : ଡାକ୍ତର ଗୀତାଞ୍ଜଳୀ ବି.
RMRC ନିର୍ଦ୍ଦେଶିକା : ଡାକ୍ତର ସଂଘମିତ୍ରା ପତି
ସୁଜାତା କାର୍ତ୍ତିକେୟନ : ଆଇଏଏସ
ଅନୁ ଗର୍ଗ : ଆଇଏଏସ
ଶାଳିନୀ ପଣ୍ଡିତ : ଆଇଏଏସ
ଯାମିନୀ ଷଡଙ୍ଗୀ : ଆଇଏଏସ
SCB ମାଇକ୍ରୋବାୟୋଲୋଜୀ ମୁଖ୍ୟ : ପ୍ରଫେସର ନିରୁପମା ଚଇନି
@CMO_Odisha
ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶିକା – ଡାକ୍ତର ଗୀତାଞ୍ଜଳୀ ବି.
୨୦୦ରୁ ଅଧିକ ଶଯ୍ୟା ପ୍ରସ୍ତୁତ କରି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା । ଆରଏମଆରସି ପରେ ଏମ୍ସରେ ନମୁନା ପରୀକ୍ଷା ଆରମ୍ଭ । ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କୁ ନେଇ ଯେତେବେଳେ ବିବାଦ ବଢିଲା, ସାମ୍ନାକୁ ଆସି ସ୍ଥିତିର ମୁକାବିଲା କଲେ । #AIIMS #BBSR
RMRC ନିର୍ଦ୍ଦେଶିକା: ଡାକ୍ତର ସଂଘମିତ୍ରା ପତି
ଦିନକୁ ୧୦୦୦ରୁ ଅଧିକା ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତ । ବିଭିନ୍ନ ଭାଇରାଲ ରୋଗର ପାଖାପାଖି ୫୦ ନମୁନା ଦିନକୁ ପରୀକ୍ଷା ହେଉଥିବା ବେଳେ ଏବେ ରାଜ୍ୟର ୭୦ ପ୍ରତିଶତ କରୋନା ନମୁନା ପରୀକ୍ଷା କରାଯାଉଛି । ସକାଳ ୭ଟା ୩୦ ରୁ ରାତି ୧୧ଟା ୩୦ ଯାଏଁ ତଥ୍ୟ ସାଉଁଟୁଛନ୍ତି ଡାକ୍ତର ପତି ଆଉ ତାଙ୍କ ଟିମ
ଅନୁ ଗର୍ଗ : ରାଜ୍ୟରେ ଓ ବାହାରେ ଶ୍ରମିକଙ୍କ ଉପରେ ନଜର ରଖିବା
ସୁଜାତା କାର୍ତ୍ତିକେୟନ : ପଂଚାୟତ ସ୍ତରରେ ଏସଏଚଜି ମହିଳାଙ୍କ ସହ ସମନ୍ୱୟ । କରୋନା ମୁକାବିଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ବଡ ଭୂମିକାରେ । ରନ୍ଧା ଖାଦ୍ୟ ଯୋଗାଇବା, ମାସ୍କ ତିଆରି କରି ପ୍ରଦାନ, କିଛି ଜିଲ୍ଲାରେ ଘରକୁ ଘର ବୁଲି ସାମଗ୍ରୀ ଯୋଗାଉଛନ୍ତି ଏସଏଚଜି ମହିଳା ।
ଶାଳିନୀ ପଣ୍ଡିତ: ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଭାବେ କରୋନା ମୁକାବିଲାର କୋର୍ ଟିମରେ ରହିଛି ତାଙ୍କ ଭୂମିକା । ନମୁନା ସଂଗ୍ରହ, ପରୀକ୍ଷା, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ଭଳି ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ

ଯାମିନୀ ଷଡଙ୍ଗୀ: ଔଷଧ ଆଉ ଅନ୍ୟ ମେଡିକାଲ ଉପକରଣ ସଠିକ ଭାବେ ଉପଲବ୍ଧ କରାଇବା ଦାୟିତ୍ୱରେ
ଏସସିବି ମାଇକ୍ରୋବାୟୋଲୋଜୀ ମୁଖ୍ୟ - ପ୍ରଫେସର ନିରୁପମା ଚଇନି । ନମୁନା ପରୀକ୍ଷାର ଦାୟିତ୍ୱକୁ ବେଶ ସୂଚାରୁ ରୁପେ ତୁଲାଉଛନ୍ତି । @HFWOdisha @nabadasjsg #Odisha
You can follow @swayamjourno.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled: