2️⃣0️⃣2️⃣0️⃣🗓️ #Year2020

ଜାନୁଆରୀ 🗓️
୧. ଅଷ୍ଟ୍ରେଲିଆ ଜଙ୍ଗଲ ଜଳୁଛି।
୨. ଛୋଟବଡ ଅନେକ ଦେଶ ରେ ଆତଙ୍କ ଖେଳେଇ ଭାରତ କୁ ଉଡ଼ି ଆସିଲା ବାଦୁଡି ଭୁତାଣୁ।
ଫେବୃଆରୀ 🗓️
୧. ରାଜଧାନୀ ରେ ମାଡପିଟ୍, ପୋଡ଼ାଜଳା, ବିକ୍ଷୋଭ ଆଉ ଉତ୍ତେଜନା ଜାରି।
୨. ତ୍ରମ୍ପିଆ ର ଭାଷଣ : ସ୍ବାମୀ ବିବେକାମୂମୁଣ୍ଡନ, ସୁଚୁନି ତୁନ୍ଦୂଳକର।
ମାର୍ଚ୍ଚ 🗓️
୧. ବାଡୁଡ଼ି ଭୁତାଣୁ ଆତଙ୍କ
୨. ଜନତା କର୍ଫ୍ୟୁ : ଘରୁ କେହି ବାହରିଲେନି।
୩. ତାଳି ଥାଳି ଢୋ ଢ଼ା।
୪. ୨୧ ଦିନିଆ ଘରେ ରୁହ ଅଭିଯାନ।
୫. ତୁଣ୍ଡି , ସନିତାଇଯାର ଉଭାନ୍।
୬. ବାହୁଡିଲେ ରାମ, କୃଷ୍ଣ 🙏🏻
ଏପ୍ରିଲ🗓️
୧. ଇଣ୍ଟରନେଟ ବିପ୍ଲବ।
୨. ଘରେ ରୁହ ଅଭିଯାନ ଜାରି।
୩. ଛୋଟ ଦୀପାବଳି।
୪. ଛାଡ଼ିଲେ ଘର; ପୁଲିସ୍ ମାଡ।
୫. ପଙ୍ଗପାଳ ମାତିଲେ।
୬. ଟ୍ରେଡୁସ୍ ର ପାଗଳାମି ଗପ।
୭. ରାବଣ ମରିଗଲା।
୮. ଜଙ୍ଗଲି ଜନ୍ତୁ ରାସ୍ତାରେ ଡ଼ିଆଁ ମାରିଲେ।
୯. ପୁଣି ଥରେ ତାଲାବନ୍ଦ ଡାକରା।
୧୦. ପାଲଘର ନୃଶଂସତା।
୧୧. ରାସ୍ତାରେ ଶ୍ରମିକ।
ମଇ 🗓️
୧. ପୁଲିସ୍ ପିଟା ଜାରି, ଭିଡିଓ ଭାଇରାଲ। ତାଲାବନ୍ଦ ୩.୦।
୨. ଘର ବାଲକୁନି ରୁ ହିମାଳୟ ଦେଖାଗଲା।
୩. ଭାରତୀୟ ଯବାନ ବାଦୁଡି ସେନା ମୁହାଁ ମୁହିଁ।
୪. ଗ୍ୟାସ ଟାଙ୍କି ଫାଟିଗଲା।
୫. ବେଡ଼ି ଉପରେ କୋରଡ଼ା ମାଡ: ଧାଇଁ ଆସିଲା ଆମ୍ଫାନ।
୬. ତାଲାବନ୍ଦ ୪।
ଜୁନ୍ 🗓️
୧. ଘରେ ବସି ଖାଉ ଖାଉ କାମ ଜାରି।
୨. ଅନଲାଇନ୍ କିଲାସ : ଛୁଆ ମ୍ୟୁଟ୍ ମାରି ଫେରାର।
୩. ଆମ୍ଫାନ୍ ଗଲା ନିସର୍ଗ ଆଇଲା।
୪. ଖୋଲା ଖୋଲି ୧।
୫. ସୁଶାନ୍ତ ସିଂହ ଙ୍କ ରହସ୍ୟଜନକ ମୃତ୍ୟୁ।
୬. ଗଲବାନ ଘାଟି : ଭାରତ ସେନା ବାଦୁଡି ସେନା ମୁହାଁ ମୁହିଁ।
୭. ବାଦୁଡି ମୂଜ୍ରା ହାଉସ୍ ବ୍ୟାନ୍।
୮. ବିନା ଭକ୍ତ ରେ ଚାଲିଲେ ପ୍ରଭୁ ଜଗନ୍ନାଥ।
ଜୁଲାଇ 🗓️
୧. ଡର ନାହିଁ ଭୟ ନାହିଁ : କରୁଣା ଆମକୁ ହେବ ନାହିଁ।
୨. ୟୁ ପି ରେ ଗାଡି ପଲ୍ଟି ଗଲା।
୩. ଭୂମିକମ୍ପ।
୪. ରାଫଳ ଆସି ପହଁଚିଲା।
୫. ଆସାମ ବୁଡିଗଲା।
୬. ନୂଆ ଢଙ୍ଗରେ ହେବ ପାଠ ପଢା।
୭. ଆସ୍କା ୪୦ : ଜୀବନ ମାଟି, ପଞ୍ଜାବରେ ଚାଲିଗଲେ ୧୨୧।
ଅଗଷ୍ଟ 🗓️
୧. ଜୟ ଶ୍ରୀରାମ 🛕
୨. ମୋଦୀ ଙ୍କ ଦାଢ଼ି ବଢ଼ି ଛାତିରେ ନାଗିଲା।
୩. ଗଞ୍ଜେଇ ଡିଟେକ୍ତିବ ଆତଙ୍କ ସୃଷ୍ଟି କଲେ।
୪. ମେଁ ପଲ୍ ଦୋ ପଲ୍ କା ସାୟର ହୁଁ।
୫. ଓଡ଼ିଶା ରେ ବନ୍ୟା।
୬. #ଦିହକୁନେବେନି ଟ୍ରେଣ୍ଡ୍ କଲା।
୭. ଅନଲାଇନ୍ କ୍ଲାସ ରେ ବାଳୁଙ୍ଗାମୀ ଜାରି।
ସେପ୍ଟେମ୍ବର 🗓️
୧. କରୁଣା ରେ ଭାରତ ଅକ୍ତିଆର କଲା ୨ ୟ ସ୍ଥାନ।
୨. ହାଥରାସ ଘଟଣା।
୩. ଆଇ ପି ଏଲ ଯାତ୍ରା ଆରମ୍ଭ।
୪. କୃଷି ବିଲ୍ ଆସିଲା।
୫. ବାବ୍ରି ମସଜିଦ ଶୁଣାଣି।
ଅକ୍ଟୋବର 🗓️
୧. ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା।
୨. ବିହାର ନିର୍ବାଚନ।
ନଭେମ୍ବର 🗓️
୧. ଏନ୍ ଡି ଏ ଜିତିଗଲା।
୨. ଟ୍ରମ୍ପିଆ ପାଗଳ: ଷ୍ଟପ ଦ କାଉଣ୍ଟ।
୩. ଦୀପ ଜଳେଇଲେ ସବୁ ବରଫ ତରଳି ଯିବ।
୪. ଅମ୍ବାନୀ ଦଳ ପୁଣି ଟ୍ରଫି କିଣିନେଲେ।
୫. ଧନୀକ ଚାଷୀ ଙ୍କ ଆନ୍ଦୋଳନ।
ଡିସେମ୍ବର 🗓️
୧. କୋଟିଏ ରେ କରୁଣା।
୨. ପରୀ ଘଟଣା ତଦନ୍ତ ଆରମ୍ଭ।
୩. କରୁଣା ଚାପ୍ଟର ୨।
୪. କୁଲି ନମ୍ବର ୧।
୫. ପଙ୍ଗପାଳ ପରେ ମାତିଲେ ଟ୍ରୋଲ୍ ଆର୍ମୀ। କନକ ଲତା ଫସଲ ଉଜୁଡ଼ିଲା।
୬. ୨୦୨୧ କୁ ଅପେକ୍ଷା।
You can follow @khyudragalpika.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled:

By continuing to use the site, you are consenting to the use of cookies as explained in our Cookie Policy to improve your experience.