କେତେ ଜଣ ମନେ ରଖିଛନ୍ତି ଦେଖିବା...ସେ ଯୁଗ ଆଉ ନାହିଁ କିନ୍ତୁ ଯେତେବଳେ ମୁଁ ସେ ଫଟୋ ଗୁଡାକ ଦେଖେ ସେ ସମୟରେ ମୁଁ ଏକ ଅଜଣା ଦୁନିଆ କୁ ଚାଲିଯାଏ
ମୋତେ ଲାଗେ ସେ ଦୁନିଆଁ କେତେ ସୁନ୍ଦର ଥିଲା..ଅଜା ଆଈ ଆଧୁନିକ ଦୁନିଆଁ ଠାରୁ ବହୁତ ଦୂରରେ ଥିଲେ.. ତାଙ୍କ ସ୍ନେହ ଦେଖି ଲାଗୁ ଥିଲା ଏଇଟା ହିଁ "ପରୀ ରାଇଜ" ଆଉ ମୁଁ ନିଜେ ଗୋଟେ "ପରୀ"

Read on Twitter