ନାଁ ରେ କଣ ଅଛି?ସତରେ କଣ ଅଛି?
ନାଁ ରେ କିଛି ଥାଏ?ତଥାପି ନାଁ କୁ ନେଇ ଝଗଡା,କଳି ତକରାଳ।
ନାଁ ତ ଖାଲି ପରିଚୟ।ନାଁ କିଛି ବି ହେଇପାରେ।ଅନ୍ୟର ବି ହେଇପାରେ।
ଘରେ,ରାସ୍ତାରେ,ଆଖପାଖରେ ସେଇ ନାଁ ଥାଇପାରେ।ନାଁ ତ ଖାଲି ନାଁ।
ସାମାନ୍ୟ ପରିବର୍ତ୍ତନ,ନାଁ ବୁଝି ହେଇଯାଏ।
ଆଉ ବେଳେବେଳେ ନାଁ କାହାଣୀ ବଦଳେଇ ଦିଏ।
ବେଳେବେଳେ ନାଁ କୁ ଘଷି ମାଜି ପୁଣି ବ୍ୟବହାର କରାଯାଏ।
Tip: mention @twtextapp on a Twitter thread with the keyword “unroll” to get a link to it.